ସୁମନ୍ତ ସାହୁ
Literary Captain
17
लेखन
0
फोल्लोवेर्स
0
फॉलोविंग

addiction in Photography,Poem writing, Singing, Dancing, Exploring place, Solo travelling

मित्रांशी सामायिक करा
Earned badges
See all

"ସ୍ନେହ,ପ୍ରେମ,ବିଶ୍ୱାସ ଏବଂ ଦାୟିତ୍ୱବୋଧର ଏକ ଅତୁଟ ବନ୍ଧନ" -:ରକ୍ଷା ବନ୍ଧନ:-

हुम् मुस्कुराते थे हमेसा छुपाते थे तुम्हे अपना गम , यह बक्त एक दिन बतादेगा असल में कौन थे हुम् !!

କାହାର ମିଛ ପ୍ରତିଶ୍ରୁତି ଠାରୁ ଅବାସ୍ତବ ସ୍ୱପ ଦେଖିବା... ଶହେ ଗୁଣରେ ଶ୍ରେୟସ୍କର !!

ଦୁଃଖ କମିଯାଏ ଭାଗ କରିନେଲେ, ରାଗ କମିଯାଏ ପ୍ରକୃତ ଭଲ ପାଇବା ଥିଲେ, କଷ୍ଟ ବଢିଯାଏ ଯଦି କେହି ନିଜର ଲୋକ ଭୁଲ ବୁଝିଲେ, ଆଉ ହୃଦୟ ଭାଙ୍ଗିଯାଏ କେହି ଜାଣି ଜାଣି ଆଘାତ ଦେଲେ 💔 !!

ଜୀବନରେ ମୁଠାଏ ଯନ୍ତ୍ରଣାର ଆବଶ୍ୟକତା ନିହାତି ଦରକାର । କାରଣ ଏ ଜୀବନ ବଞ୍ଚିଛି ନା ସମ୍ପୂର୍ଣ୍ଣ ମରିଯାଇଛି ତାର ଅନୁଭବଟା ଆଣି ଦିଏ !!

ଜୀବନରେ ତ ଆମେ ସମସ୍ତେ ଭୁଲ କରିଥାଉ , ହେଲେ ପ୍ରକୃତ ମଣିଷ ପଣିଆର ପରିଚୟ ତ ଭୁଲର ପରବର୍ତ୍ତୀ ସମୟରେ ଜଣା ପଡିଥାଏ ! କିଏ ସଠିକ ଆଉ କିଏ ଭୁଲ !!

ଏ ଭ୍ରାମ୍ୟମାଣ ଜୀବନକୁ କାନ୍ଥଘଡିଟିଏ ଭଳି ନ ଭାବି ଦିଗଯନ୍ତ୍ର ଭଳି ଭାବିବା ଉଚ୍ଚିତ !!


फीड

लाइब्रेरी

लिहा

सूचना
प्रोफाइल