STORYMIRROR

ଦୀପ...

ଦୀପ ଜଳୁଅଛି ଚାହିଁଛୁ ଧନରେ ଚେତନା ଦେଇଛୁ ପ୍ରାଣେ, ଆସିବା, ଯିବା ତୋ ଇଚ୍ଛାର ଅଧୀନେ ଲୋଭ, ମୋହଯାଏ କେଣେ.... ଅମୃତ ମୟ ସୃଷ୍ଟିରେ ବାସ୍ତବତାର ଶୁଭ ଶଙ୍ଖଧ୍ଵନି..... ତୁମେ ହିଁ ଆରମ୍ଭ ତୁମେ ହିଁ ଶେଷ.. ସବୁ ଏଠି ପ୍ରହେଳିକା ମୟ...

By Pranati Jena
 247


More oriya quote from Pranati Jena
1 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments