STORYMIRROR

ଧୂଳି ଆଉ...

ଧୂଳି ଆଉ ଧୂଆଁ ଏଠି ଚିର ସହଚର ଅଧାଗଢ଼ା ଜୀବନ ବି ଲାଗଇ ନିଜର ଏ ଗାଁ'ର ପାଣି ଆଉ ପବନର କଥା ଖଣି ଖଦାନ ଉପରେ ପିଟୁଅଛି ମଥା । @ଚିନ୍ମୟ

By Chinmay Behera
 286


More oriya quote from Chinmay Behera
0 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments