STORYMIRROR

ଚାଲିବା...

“ ଚାଲିବା ଶିଖିନି ଦୁନିଆଁ ଚିହ୍ନିନି କରିଦେଲୁ ମତେ ପର, ତୁହି ଗଲା ପରେ ଜାଣିଲି ସଂସାରେ କେହି ନୁହଁ ଆପଣାର.... ଘୋଟିଲେ ଅନ୍ଧାର ଅବା ହାହାକାର ଛାତିରେ ଭରିଲେ କୋହ, ମାଆର ପଣତ ସାଜି କୃପାନେତ ପୋଛି ଦିଏ ଆଖିଲୁହ ”

By Dr Prateek Pahi
 269


More oriya quote from Dr Prateek Pahi
15 Likes   0 Comments
29 Likes   0 Comments