I'm Dr Prateek kumar and I love to read StoryMirror contents.
Share with friends
ଚାଲିବା ଶିଖିନି ଦୁନିଆଁ ଚିହ୍ନିନି କରିଦେଲୁ ମତେ ପର, ତୁହି ଗଲା ପରେ ଜାଣିଲି ସଂସାରେ କେହି ନୁହଁ ଆପଣାର.... ଘୋଟିଲେ ଅନ୍ଧାର ଅବା ହାହାକାର ଛାତିରେ ଭରିଲେ କୋହ, ମାଆର ପଣତ ସାଜି କୃପାନେତ ପୋଛି ଦିଏ ଆଖିଲୁହ