@dr-prateek-kumar-pahi

Dr Prateek kumar Pahi Member Badge
Literary Colonel
AUTHOR OF THE YEAR 2021 - NOMINEE

29
Posts
1
Followers
0
Following

I'm Dr Prateek kumar and I love to read StoryMirror contents.

Share with friends

ଚାଲିବା ଶିଖିନି ଦୁନିଆଁ ଚିହ୍ନିନି କରିଦେଲୁ ମତେ ପର, ତୁହି ଗଲା ପରେ ଜାଣିଲି ସଂସାରେ କେହି ନୁହଁ ଆପଣାର.... ଘୋଟିଲେ ଅନ୍ଧାର ଅବା ହାହାକାର ଛାତିରେ ଭରିଲେ କୋହ, ମାଆର ପଣତ ସାଜି କୃପାନେତ ପୋଛି ଦିଏ ଆଖିଲୁହ

ଶବଦ ଅଭାବ ଲେଖନୀ ନିରବ ଲେଖିବାକୁ ତୋର କଥା, ଦୁଇଟି ଅକ୍ଷର ଆହାକି ସୁନ୍ଦର ଡାକିଦେଲେ ସରେ ବ୍ୟଥା.... ମମତା ସ୍ବରୂପା କେଡ଼େ ଅପରୂପା ପ୍ରକୃତିର କୋଣେ କୋଣେ, ସେନେହର ଦେବୀ ଦୟା ପ୍ରତିଛବି ସମଗ୍ର ଜଗତ ଜାଣେ


Feed

Library

Write

Notification
Profile