STORYMIRROR
'ବୋଉ'
ତୁ ଆମ...
'ବୋଉ'
ତୁ ଆମ...
'ବୋଉ'
ତୁ ଆମ...
“
'ବୋଉ'
ତୁ ଆମ ପରିବାରର ହୃତପିଣ୍ଡ ର ସ୍ପନ୍ଦନ, ଯାହାର କ୍ଷଣିକ ଅନୁପସ୍ଥିତିରେ ସମସ୍ତଙ୍କ ହୃଦୟରେ ସୃଷ୍ଟି ହୋଇଥାଏ ହୃଦଘାତର ଆଶଙ୍କା।
ତୁ ପ୍ରଚଣ୍ଡ ନିଦାଘ ର ସେହି ଶୀତଳ ପ୍ରଦାନ କାରୀ ସନ୍ଧ୍ୟା,ଯାହା ଆମ ଆନ୍ଦୋଳିତ ମନକୁ ଶାନ୍ତି ପ୍ରଦାନ କରିଥାଏ।
ତୁ ଚଉଁରା ମୂଳରେ ଜଳୁଥିବା ସେହି ପ୍ରଦୀପ ର ବଳିତା, ଯିଏ ନିଜେ ଜଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଦେଇଥାଏ।
”
242
More oriya quote from Sasmita Das
Download StoryMirror App