Sasmita Das
Literary Colonel
AUTHOR OF THE YEAR 2021 - NOMINEE

15
പോസ്റ്റ്സ്
1
ഫോളോവെർസ്
1
ഫോളോവിങ്

I'm Sasmita and I love to read StoryMirror contents.

കൂട്ടുകാരുമായി പങ്കുവെക്കുക
Earned badges
See all

ପ୍ରେମର ଅନ୍ୟ ନାମ 'ମାଆ', ଶାନ୍ତି ର ଜ୍ୱଳନ୍ତ ପ୍ରତିମୂର୍ତ୍ତି 'ମାଆ'।

ସଂଯମତା ମନୁଷ୍ୟକୁ ବିପଥଗାମୀ ହେବାରୁ ରକ୍ଷା କରିଥାଏ।

'ମା' ଥିଲେ ଏହି ଧରାପୃଷ୍ଠରେ ମଧ୍ୟ ସ୍ବର୍ଗ ସୁଖ ପ୍ରାପ୍ତ ହୋଇଥାଏ।ତାର କୋମଳ ସ୍ପର୍ଶରେ ସମସ୍ତ ଯନ୍ତ୍ରଣା ଉଭେଇ ଯାଇଥାଏ।

'ବୋଉ' ଆମେ ହସିଲେ ତୁ ହସୁ,ଆମେ କାନ୍ଦିଲେ ତୁ କାନ୍ଦୁ। ତୁ ଲୁଚି ରହିଥାଉ ଆମର‌ ସ୍ମିତହାସ୍ୟ ରେ,ପୁଣି ବାରି ହୋଇପଡୁ ଆମ ଅଶ୍ରୁଜଳରେ।

'ବୋଉ' ତୁ ଆମ ପରିବାରର ହୃତପିଣ୍ଡ ର ସ୍ପନ୍ଦନ, ଯାହାର କ୍ଷଣିକ ଅନୁପସ୍ଥିତିରେ ସମସ୍ତଙ୍କ ହୃଦୟରେ ସୃଷ୍ଟି ହୋଇଥାଏ ହୃଦଘାତର ଆଶଙ୍କା। ତୁ ପ୍ରଚଣ୍ଡ ନିଦାଘ ର ସେହି ଶୀତଳ ପ୍ରଦାନ କାରୀ ସନ୍ଧ୍ୟା,ଯାହା ଆମ ଆନ୍ଦୋଳିତ ମନକୁ ଶାନ୍ତି ପ୍ରଦାନ କରିଥାଏ। ତୁ ଚଉଁରା ମୂଳରେ ଜଳୁଥିବା ସେହି ପ୍ରଦୀପ ର ବଳିତା, ଯିଏ ନିଜେ ଜଳି ସମସ୍ତଙ୍କ ଜୀବନକୁ ଆଲୋକିତ କରିଦେଇଥାଏ।


ഫീഡ്

ലൈബ്രറി

എഴുതുക

അറിയിപ്പ്
പ്രൊഫൈൽ