STORYMIRROR
"ବୋଉ"
"ନିଜ...
"ବୋଉ"
"ନିଜ...
"ବୋଉ"
"ନିଜ...
“
"ବୋଉ"
"ନିଜ ଜୀବନର ସେହି ଅଗଣିତ ମୂଲ୍ଯବାନ ସମୟ
ଯାହା ତୁ ମୋତେ ଗଢ଼ିବାରେ କାଟିଦେଇଛୁ
କ୍ଳାନ୍ତ ମୁହଁରେ ସେ ଅମଳିନ ହସ ଯାହା ତୁ ମୋ ପାଇଁ
ସଦା ଓଠ ରେ ଆଙ୍କି ରଖିଛୁ
ଦୁଃଖ, ସୁଖ ସବୁକୁ ଜିଁଇବା ଶିଖେଇଛୁ ତୁ, ହାରି ଯାଉ
ଯାଉ ପୁଣି ଜିତିବାର କୌଶଳ ମୁଁ ତୋଠୁ
ଶିଖିଛି 'ବୋଉ'
ତୋର ଏଇ ନିଃସ୍ବାର୍ଥ, ନିଃସର୍ତ୍ତ ଅବଦାନ ଆଗରେ
ଧନ୍ଯବାଦ ପରି ଶବ୍ଦ ସମୁଦ୍ର କୁ ଶଙ୍ଖେ
ତୋର ଆଶୀର୍ବାଦ ମୋ ପାଇ ଏମିତି
ସବୁଦିନ ଥାଉ, ଲଭ୍ ୟୁ "ବୋଉ"
”
347
More oriya quote from Namita Pal
Download StoryMirror App