STORYMIRROR

ବୋହିଯାଉଥିବା...

“ ବୋହିଯାଉଥିବା ଲୁହକୁ ପୋଛି ଦେଇ, କ୍ଷତରେ ସମୟର ମଲମ ଲଗେଇ ଖିନଭିନ ହେଇ ପଡ଼ିଥିବା ଟୁକଡ଼ା ଖଣ୍ଡକୁ ସାଉଁଟି , ମୁଁ ନିଷ୍ପତି ନିଏ ଆଗକୁ ବଢିବାର...... ପୁଣି ଅତୀତ ଆସି ସାମ୍ନାରେ ଛିଡ଼ା ହୁଏ , ସ୍ମୃତି ପୁଣି ପଛରୁ ହାତ ଠାରି ଡାକେ ଆଖି ସାମ୍ନାରେ ଭାସି ଆସେ ବିଗତ ଦୃଶ୍ୟ ରାଜି, ଶୁଖି ଆସୁଥିବା କ୍ଷତ ପୁଣି ତାଜା ହୁଏ...... ”

By SushreeBaisakhi Sahoo
 369


More oriya quote from SushreeBaisakhi Sahoo
24 Likes   0 Comments
17 Likes   0 Comments
16 Likes   0 Comments
25 Likes   0 Comments
22 Likes   0 Comments