STORYMIRROR
ଭୟ କଣ...
ଭୟ କଣ ମୁଁ ଜାଣି ନ...
ଭୟ କଣ ମୁଁ...
“
ଭୟ କଣ ମୁଁ ଜାଣି ନ ଥିଲି ।କିନ୍ତୁ ସେ ଦିନ ରାତିରେ ଦର୍ପଣ ସାମନାରେ ଛିଡାହୋଇ ମୁଣ୍ଡ କୁଣ୍ଡେଇବା ବେଳେ ଦେଖିଲି, ମୋ ପ୍ରତିଚ୍ଛବି ମୋ ଆଡକୁ ଚାହିଁ ଅଟ୍ଟହାସ୍ୟ କରୁଛି।ତା ପରଦିନ ମେଡିକାଲ ବିଛଣାରେ ମୁଁ ବର୍ଣ୍ଣନା କରୁଥିଲି ଭୟର ସ୍ବରୂପ ବିଷୟ ରେ ।
”
172
More oriya quote from Arabinda Rath
Similar oriya quote from Horror
Download StoryMirror App