STORYMIRROR

ଭୂତପ୍ରେତଙ୍କ...

“ ଭୂତପ୍ରେତଙ୍କ ଉପରେ ଗବେଷଣା କରୁଥିବା ମନୋଜ, ଆତ୍ମା ସନ୍ଧାନରେ ଏକ ପରିତ୍ଯକ୍ତ ଘରେ ବସିଥଲା। " ବାବୁ ଭୂତ ଦେଖିବ!!! ଆସ ମୋ ସାଙ୍ଗରେ ଆସ" କହି ଜଣେ ଲୋକ ତାକୁ ଡାକିନେଲା। ତା ସାଙ୍ଗରେ ଯାଇ ମନୋଜ ଦେଖିଲା ସେହି ଲୋକର ଗଳିତ ଶବ ଛୁରିବିଦ୍ଧ ଅବସ୍ଥାରେ ପଡିରହିଛି। ”

By Arabinda Rath
 178


More oriya quote from Arabinda Rath
2 Likes   0 Comments
2 Likes   0 Comments
5 Likes   2 Comments
3 Likes   1 Comments
1 Likes   0 Comments

Similar oriya quote from Horror