Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
ଭଗବାନଙ୍କୁ...

ଭଗବାନଙ୍କୁ ଭୟ ନକଲେ ଚଳିବ, କିନ୍ତୁ କର୍ମକୁ ଭୟ କରନ୍ତୁ। କାହିଁକି ନା" କର୍ମ ଅନୁସାରେ ହିଁ ଫଳ ପ୍ରାପ୍ତି ହୋଇଥାଏ। ଯଦି ଆପଣ ମନ୍ଦ କାର୍ଯ୍ୟ କରିବେ ନିଶ୍ଚିତ ଭାବେ ଆଜି ନହେଲେ କାଲି ନିନ୍ଦା ପାଇବେ। ଭଲ କାର୍ଯ୍ୟ କଲେ ଟିକେ ସମୟ ଲାଗିପାରେ କିନ୍ତୁ ନିଶ୍ଚିତ ପ୍ରସଂଶା ପାଇବେ। ତେଣୁ ଆପଣ ଚିନ୍ତା କରନ୍ତୁ,ଆପଣ କଣ କରିବେ। Pawan Kumar ❤️

By pawan mohakul
 


More oriya quote from pawan mohakul
1 Likes   0 Comments
1 Likes   0 Comments
2 Likes   0 Comments
2 Likes   0 Comments
2 Likes   0 Comments