STORYMIRROR

ବେଳେବେଳେ...

ବେଳେବେଳେ ଜୀବନ ଟା ବୋଝ ଭଳି ଲାଗେ, କାରଣ ଆମେ ଚାହୁଁଥିବା ସମ୍ପର୍କ ଆମ ପାଖରେ ନଥାଏ କିମ୍ବା ଆମେ ଚାହୁଁଥିବା କାର୍ଯ୍ୟ ହୁଏନାହିଁ.. କିନ୍ତୁ ଏହା ମନେରଖିବା ଉଚିତ ଯେ ଭାଗ୍ୟ ଆଉ ସମୟ ଠୁ ଉର୍ଦ୍ଧ ରେ କେହି ଭି ନଥାଏ.

By Meenakshee Dash
 167


More oriya quote from Meenakshee Dash
24 Likes   0 Comments
15 Likes   0 Comments
17 Likes   0 Comments
31 Likes   0 Comments
3 Likes   1 Comments