Meenakshee Dash Panigrahi
Literary Colonel
AUTHOR OF THE YEAR 2021 - NOMINEE

28
પોસ્ટ
80
અનુસરતા
0
ફોલોઈંગ

I am a good thinker who express her thought with some words that come from heart..if a told that I am writer than it may be wrong because writer write story or poem but I think I write that things what I able to show in my surroundings... I am good and kind hearted person as people say.

મિત્રો સાથે શેર કરો
Earned badges
See all

ବେଳେବେଳେ ଜୀବନ ଟା ବୋଝ ଭଳି ଲାଗେ, କାରଣ ଆମେ ଚାହୁଁଥିବା ସମ୍ପର୍କ ଆମ ପାଖରେ ନଥାଏ କିମ୍ବା ଆମେ ଚାହୁଁଥିବା କାର୍ଯ୍ୟ ହୁଏନାହିଁ.. କିନ୍ତୁ ଏହା ମନେରଖିବା ଉଚିତ ଯେ ଭାଗ୍ୟ ଆଉ ସମୟ ଠୁ ଉର୍ଦ୍ଧ ରେ କେହି ଭି ନଥାଏ.

ବେଳେବେଳେ ଜୀବନ ଟା ବୋଝ ଭଳି ଲାଗେ, କାରଣ ଆମେ ଚାହୁଁଥିବା ସମ୍ପର୍କ ଆମ ପାଖରେ ନଥାଏ କିମ୍ବା ଆମେ ଚାହୁଁଥିବା କାର୍ଯ୍ୟ ହୁଏନାହିଁ.. କିନ୍ତୁ ଏହା ମନେରଖିବା ଉଚିତ ଯେ ଭାଗ୍ୟ ଆଉ ସମୟ ଠୁ ଉର୍ଦ୍ଧ ରେ କେହି ଭି ନଥାଏ.

କ୍ଷମା ଗୋଟିଏ ଏମିତି ଶବ୍ଦ ଯାହା ସ୍ପର୍ଶ ରେ ଅନେକ ଅସଜଡ଼ା କାହାଣୀ ସବୁ ସଜାଡି ହେଇଯାଏ.

ଜୀବନ ଗୋଟିଏ ସଂଗ୍ରାମ ଯୁଧ୍ୟ୍ୟ କ୍ଷେତ୍ର ରେ ଅନେକ ନିଜର ଆଉ ଅତି ଆପଣାର ଲୋକ ମିଳିବେ, ଯିଏ ସେ ମୋହ ରେ ବାନ୍ଧି ହେଇ ରହିଯାଏ ସେ ନିହାତି କଷ୍ଟ ପାଏ ଯେ ଆଗକୁ ବଢ଼େ ସେ ମୁକ୍ତି ର ବାଟ ପାଇଯାଏ..

ଗୋଟେ ବାଲଟି ରେ ଥିବା ଅଳ୍ପ ପାଣି କୁ ଆମେ କୌଣସି ସମୟ ଉପଯୋଗ କରି ପାରିବା, କିନ୍ତୁ ସମୁଦ୍ର ରେ ଥିବା ଗଭୀର ଜଳ ରାଶି ଆମର ସେ ଅଭାଵ କୁ ଦୂର କରିବାରେ ଅସଫଳ ହୁଏ।


ફીડ

લાઈબ્રેરી

લાખો

સૂચના
પ્રોફાઈલ