STORYMIRROR

ବେଳେ ବେଳେ...

ବେଳେ ବେଳେ ମଣିଷ ବିବେକ ଆଉ ମନକୁ ନେଇ ବାଟବଣା ହୋଇଯାଏ। ଯାହା ବିବେକ କହେ ତାହା ମନକୁ ଠିକ ଲାଗେନି ଆଉ ମନ ଯାହା ବୁଝେ ତାହା ବିବେକ ବିଚାର ରେ ଠିକ ଲାଗେନି। ବଡ ବିଚିତ୍ର ଏ ଜୀବନ କେବେ ଫୁଲ ଭଳି ସତେଜ ତ ପୁଣି କେବେ କଣ୍ଟାର ଭଳି ରୁକ୍ଷ। (ମନୋରମା ସାହୁ)

By Rita Sahoo
 303


More oriya quote from Rita Sahoo
21 Likes   0 Comments
14 Likes   0 Comments
17 Likes   0 Comments
28 Likes   0 Comments
21 Likes   0 Comments