Manorama Sahoo
Literary Lieutenant
8
Posts
0
Followers
0
Following

I'm Manorama and I love to read StoryMirror contents.

Share with friends
Earned badges
See all

ବେଳେ ବେଳେ ମଣିଷ ବିବେକ ଆଉ ମନକୁ ନେଇ ବାଟବଣା ହୋଇଯାଏ। ଯାହା ବିବେକ କହେ ତାହା ମନକୁ ଠିକ ଲାଗେନି ଆଉ ମନ ଯାହା ବୁଝେ ତାହା ବିବେକ ବିଚାର ରେ ଠିକ ଲାଗେନି। ବଡ ବିଚିତ୍ର ଏ ଜୀବନ କେବେ ଫୁଲ ଭଳି ସତେଜ ତ ପୁଣି କେବେ କଣ୍ଟାର ଭଳି ରୁକ୍ଷ। (ମନୋରମା ସାହୁ)

ଭଗବାନ ଏ ଦୁନିଆ କୁ ଆଣିଛନ୍ତି ସତ କିନ୍ତୁ ଭଲ ମନ୍ଦର ବିଚାର ପାଇଁମଣିଷକୁ ଗୋଟେ ଐଶ୍ୱରୀୟ କଳା ଅର୍ପଣକରିଛନ୍ତି ସେଇଟା ହେଉଛି ବିବେକ। (ମନୋରମା ସାହୁ)

ସ୍ମୃତିର ସୌଧ ସେଇ ପ୍ରଥମ ଚାହାଣୀ ନିତି ମନେ ଆଣେ ଏକ ସୁନ୍ଦର କାହାଣୀ ମରୀଚିକା ପଛେ ପଳାୟନ ଏକ ମୃଗତୃଷ୍ଣା କେବେ ତାର ପୂରଣ ହୁଏନି ଅସୀମ କ୍ଷୁଧା।

ପ୍ରେମ-ଶାଶ୍ୱତ ପ୍ରେମ-ଚିରନ୍ତନ ପ୍ରେମ-ଅବ୍ୟକ୍ତ ପ୍ରେମ-ଅଭିମାନ ପ୍ରେମ ଅନ୍ଧାର ମଧ୍ୟରେ ଆଲୋକ ପ୍ରେମ ଅକୁହା ମନର ଅଲେଖା ସ୍ପନ୍ଦନ।

"ଜୀବନର ଚୋରାବାଲି ମରୀଚିକା ପଥରେ ଖୋଜିବୁଲେ ଏ ମଣିଷ କେଉଁଠାରେ ଅଛି ତାର ନିଜର ପରିଚୟ ଆଉ ଅତୁଟତା ବିଶ୍ୱାସ।"


Feed

Library

Write

Notification
Profile