STORYMIRROR

ବେଳେ ବେଳେ...

ବେଳେ ବେଳେ ହୃଦୟ କୁ କାଟିବା ପାଇଁ ଡାକ୍ତର ଙ୍କ ଆବଶ୍ୟକତା ପଡେନି. ନିଜର ଭାବୁଥିବା ଲୋକଙ୍କ କର୍କଶ ଶବ୍ଦ ଓ କୋଠର ଆଚରଣ ତାକୁ ଏମିତି ଭାବରେ ଖଣ୍ଡ ଖଣ୍ଡ କରିଦିଏ, ଯାହାକୁ ଯୋଡିବା ଦୁନିଆର ସବୁଠାରୁ ଅଭିଜ୍ଞ ଡାକ୍ତର ଙ୍କ ପକ୍ଷରେ ବି ସମ୍ଭବ ହୋଇ ନ ଥାଏ.

By Kanan Bala Nayak
 296


More oriya quote from Kanan Bala Nayak
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments

Similar oriya quote from Tragedy