O. F. S(1),SB, M. A. (Pol. Sc), MBA (Finance) OFS 1(SB)
Share with friends~~~ଭୟ~~~ ଭୟ ମଣିଷ କୁ ଅନେକ କାର୍ଯ୍ୟ କରିବାରୁ ବିରତ ରଖିଥାଏ। ତେଣୁ ଭୟ ମୁକ୍ତ ଓ ଈଶ୍ୱର ଙ୍କ ସହିତ ଭାବ ଯୁକ୍ତ ହେଲେ ହିଁ ମଣିଷ ପ୍ରକୃତ ଜୀବନ ବଞ୍ଚି ପାରିବ ।
~~~ଗ୍ରହଣ ଶୀଳତା~~~ ସମସ୍ତଙ୍କ ଉପଦେଶକୁ ମାନି ବୁଝି ବିଚାରି କାମ କରିବାର ଦକ୍ଷତା ଯାହା ପାଖରେ ଥାଏ ସେଇ ଲୋକ ର ଗ୍ରହଣ ଶୀଳତାକୁ ସମସ୍ତେ ପ୍ରଶଂସା କରି ଥାଆନ୍ତି।