Kanan Bala Nayak
Literary Brigadier
AUTHOR OF THE YEAR 2020,2021 - NOMINEE

1151
Posts
236
Followers
2
Following

O. F. S(1),SB, M. A. (Pol. Sc), MBA (Finance) OFS 1(SB)

Share with friends
Earned badges
See all

~~~Fear~~~ Fear is the greatest enemy of human being.

~~~Fear~~~ Fear is the greatest enemy of human being.

~~~ଭୟ~~~ ଭୟ ମଣିଷ କୁ ଅନେକ କାର୍ଯ୍ୟ କରିବାରୁ ବିରତ ରଖିଥାଏ। ତେଣୁ ଭୟ ମୁକ୍ତ ଓ ଈଶ୍ୱର ଙ୍କ ସହିତ ଭାବ ଯୁକ୍ତ ହେଲେ ହିଁ ମଣିଷ ପ୍ରକୃତ ଜୀବନ ବଞ୍ଚି ପାରିବ ।

~~~ଭଉଣୀ ~~~ ଭଉଣୀ ମାନଙ୍କ ଭିତରେ ସଦା ସର୍ବଦା ସଦଭାବନା ରହିବା ଉଚିତ୍।

~~~ଗ୍ରହଣ ଶୀଳତା~~~ ସମସ୍ତଙ୍କ‌ ଉପଦେଶକୁ ମାନି ବୁଝି ବିଚାରି କାମ କରିବାର ଦକ୍ଷତା ଯାହା ପାଖରେ ଥାଏ ସେଇ ଲୋକ ର ଗ୍ରହଣ ଶୀଳତାକୁ ସମସ୍ତେ ପ୍ରଶଂସା କରି ଥାଆନ୍ତି।

~~~ବିଶ୍ଵ ~~~ ବିଶ୍ଵ କୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ଆମ ସମସ୍ତେ ଉଦ୍ୟମ କରିବା ଉଚିତ୍।

~~~ହସ~~~ କାହା ମୁହଁରେ ଟିକେ ହସ ଦେଇ ପାରିବା ହିଁ ମଣିଷ ଜୀବନ ର ସାର୍ଥକତା।

Life

Positive Thinking


Feed

Library

Write

Notification
Profile