~~~Fear~~~
Fear is the greatest enemy of human being.
~~~Fear~~~
Fear is the greatest enemy of human being.
~~~ଭୟ~~~
ଭୟ ମଣିଷ କୁ ଅନେକ କାର୍ଯ୍ୟ କରିବାରୁ ବିରତ ରଖିଥାଏ। ତେଣୁ ଭୟ ମୁକ୍ତ ଓ ଈଶ୍ୱର ଙ୍କ ସହିତ ଭାବ ଯୁକ୍ତ ହେଲେ ହିଁ ମଣିଷ ପ୍ରକୃତ ଜୀବନ ବଞ୍ଚି
ପାରିବ ।
~~~ଭଉଣୀ ~~~
ଭଉଣୀ ମାନଙ୍କ ଭିତରେ ସଦା ସର୍ବଦା ସଦଭାବନା ରହିବା ଉଚିତ୍।
~~~ଗ୍ରହଣ ଶୀଳତା~~~
ସମସ୍ତଙ୍କ ଉପଦେଶକୁ ମାନି ବୁଝି ବିଚାରି କାମ କରିବାର ଦକ୍ଷତା ଯାହା ପାଖରେ ଥାଏ ସେଇ ଲୋକ ର ଗ୍ରହଣ ଶୀଳତାକୁ ସମସ୍ତେ ପ୍ରଶଂସା କରି ଥାଆନ୍ତି।
~~~ବିଶ୍ଵ ~~~
ବିଶ୍ଵ କୁ ସରସ ସୁନ୍ଦର କରି ଗଢି ତୋଳିବା ପାଇଁ ଆମ ସମସ୍ତେ ଉଦ୍ୟମ କରିବା ଉଚିତ୍।
~~~ହସ~~~
କାହା ମୁହଁରେ ଟିକେ ହସ ଦେଇ ପାରିବା ହିଁ ମଣିଷ ଜୀବନ ର ସାର୍ଥକତା।