STORYMIRROR
ବେଳ ବୁଡା...
ବେଳ ବୁଡା...
ବେଳ ବୁଡା...
“
ବେଳ ବୁଡା ସନ୍ଧ୍ୟା
ଏବଂ ମୁଁ ମୋର
ଘର ଟେରେସ ଉପରେ
ଏକାକୀ ଠିଆ ହୋଇଛି,
ମୋ ସାମ୍ନାରେ ସୂର୍ଯ୍ୟ ଅଛି
ଏବଂ ସେ ମୋ କଳା ମୁହଁଟାକୁ
ତା ଆଲୋକରେ ଚମକାଇବାକୁ ଚେଷ୍ଟା କରୁଛି!!!
ସେ ପାରେନି...
ହେଲେ ବି◆◆◆
.. ଠିକ୍ ପିଲାଦିନରୁ◆
ମୁଁ ସୂର୍ଯ୍ୟ ଅସ୍ତ ଦେଖିବାକୁ ପସନ୍ଦ କରେ
କାରଣ ମୁଁ ଏଥିରୁ ଶିଖିଛି
ବୁଡି ଯାଇ କିପରି ଉଠିବାକୁ ହୁଏ!!!
★★★★★★★
”
28
More oriya quote from ରାକେଶ ମହାପାତ୍ର
Download StoryMirror App