ବେଳ ବୁଡା ସନ୍ଧ୍ୟା ଏବଂ ମୁଁ ମୋର ଘର ଟେରେସ ଉପରେ ଏକାକୀ ଠିଆ ହୋଇଛି, ମୋ ସାମ୍ନାରେ ସୂର୍ଯ୍ୟ ଅଛି ଏବଂ ସେ ମୋ କଳା ମୁହଁଟାକୁ ତା ଆଲୋକରେ ଚମକାଇବାକୁ ଚେଷ୍ଟା କରୁଛି!!! ସେ ପାରେନି... ହେଲେ ବି◆◆◆ .. ଠିକ୍ ପିଲାଦିନରୁ◆ ମୁଁ ସୂର୍ଯ୍ୟ ଅସ୍ତ ଦେଖିବାକୁ ପସନ୍ଦ କରେ କାରଣ ମୁଁ ଏଥିରୁ ଶିଖିଛି ବୁଡି ଯାଇ କିପରି ଉଠିବାକୁ ହୁଏ!!! ★★★★★★★