ରାକେଶ ମହାପାତ୍ର
Literary Lieutenant
6
Posts
0
Followers
0
Following

None

Share with friends
Earned badges
See all

ପ୍ରେମ ବିଷ, ପୀଡ଼ା ପୀୟୂଷ..

ବେଳ ବୁଡା ସନ୍ଧ୍ୟା ଏବଂ ମୁଁ ମୋର ଘର ଟେରେସ ଉପରେ ଏକାକୀ ଠିଆ ହୋଇଛି, ମୋ ସାମ୍ନାରେ ସୂର୍ଯ୍ୟ ଅଛି ଏବଂ ସେ ମୋ କଳା ମୁହଁଟାକୁ ତା ଆଲୋକରେ ଚମକାଇବାକୁ ଚେଷ୍ଟା କରୁଛି!!! ସେ ପାରେନି... ହେଲେ ବି◆◆◆ .. ଠିକ୍ ପିଲାଦିନରୁ◆ ମୁଁ ସୂର୍ଯ୍ୟ ଅସ୍ତ ଦେଖିବାକୁ ପସନ୍ଦ କରେ କାରଣ ମୁଁ ଏଥିରୁ ଶିଖିଛି ବୁଡି ଯାଇ କିପରି ଉଠିବାକୁ ହୁଏ!!! ★★★★★★★

ଅଧ ରାତିରେ ଆଖିରେ ଲୁହ, ଏ ସମ ଯନ୍ତ୍ରଣା ଆଉ ଅଛି ଯଦି କୁହ!!


Feed

Library

Write

Notification
Profile