STORYMIRROR

ଅପେକ୍ଷାରତ...

ଅପେକ୍ଷାରତ ମୁଁ କ୍ଳାନ୍ତ ବାଟୋଇ ଟେ ଜୀବନ ରେ ଶାନ୍ତି ପାଇଁ, ଉତ୍ତାଳ ତରଙ୍ଗ ଆସିପାରିବୁ କି ସୁଖ ଶାନ୍ତି ଟିକେ ନେଇ? ତୋ ଢେଉରେ ତୁହି ଭସାଇଣ ନେବୁ ମୋର ସବୁତକ କଷ୍ଟ, ସେଇ ଆଶାରେ ମୁଁ ଅପେକ୍ଷା କରିଛି ମୁଁ ପରା କ୍ଳାନ୍ତ ପଥିକ....

By Durga Panda
 255


More oriya quote from Durga Panda
14 Likes   0 Comments
16 Likes   0 Comments