STORYMIRROR
ଅପେକ୍ଷା...
ଅପେକ୍ଷା ନାଥାଏ...
ଅପେକ୍ଷା...
“
ଅପେକ୍ଷା ନାଥାଏ ଅନ୍ତ ନାଥାଏ ସୀମା
କେବଳ ତୁମ ଅପେକ୍ଷାରେ...............
କଷ୍ଟ, ଯନ୍ତ୍ରଣାରେ ଜର୍ଜରିତ ହୁଏ ହୃଦୟ
କେବଳ ତୁମ ଅପେକ୍ଷାରେ.............
ତୁମ ଖାଲିପଣ ଭରିଦିଏ ମନରେ ଉଦାସ
କେବଳ ତୁମ ଅପେକ୍ଷାରେ...............
ଉଷୁମ ଲୋତକ ଅମାନିଆ ହୋଇ ବୋହିଚାଲେ
କେବଳ ତୁମ ଅପେକ୍ଷାରେ................
ମୃତୁ ଠାରୁ ଅଧିକ କଷ୍ଟ ତୁମ ଅନୁପସ୍ଥିତି
କେବଳ ତୁମ ଅପେକ୍ଷାରେ.............
”
301
More oriya quote from Sucharita Sena
Download StoryMirror App