STORYMIRROR
ଅପଢ଼ା ପାଠଟିଏ...
ଅପଢ଼ା ପାଠଟିଏ...
ଅପଢ଼ା...
“
ଅପଢ଼ା ପାଠଟିଏ 'ମାଆ'ଯେତେ ପଢିବାକୁ ଚାହିଁଲେ ଆହୁରି ଅନେକ କିଛି ବାକି ରହିଯାଏ ତାକୁ ବୁଝିବାକୁ l ମମତାର କୋମଳ ସ୍ପର୍ଶ ଭିତରେ ଆକଣ୍ଠ ଭଲ ପାଇବାର ଅମୃତ ତା ଠାରୁ ହିଁ ଶିକ୍ଷା ମିଳେ l
ପ୍ରଣତି ଜେନା l
”
31
More oriya quote from Pranati Jena
Download StoryMirror App