STORYMIRROR
ଅନ୍ଧାର ରୂପକ...
ଅନ୍ଧାର ରୂପକ...
ଅନ୍ଧାର ...
“
ଅନ୍ଧାର ରୂପକ ଦୁନିଆ ଭିତରେ
ଦ୍ଵୀପ ପ୍ରଜ୍ବଳନ କରି
ସଂସାର ଭିତରେ ମଣିଷ କରାଅ
ମୁର୍ଖତା ସଂହାର କରି
କୋଟି ପ୍ରାଣମର ଅଧିକାରୀ ତୁମେ
ତୁମେ ହିଁ ତ ଶ୍ରେଷ୍ଠ ଗୁରୁ..
ତୁମ ପାଦ ପଦ୍ମେ ସେବା କରୁ କରୁ
ଶେଷ ନିଶ୍ୱାସ ମୋ ସରୁ
#ଧନ୍ୟବାଦ ଶିକ୍ଷକ
”
206
More oriya quote from jaminee jyoti jena
Download StoryMirror App