STORYMIRROR
ଅଢେଇ...
ଅଢେଇ ଦିନକୁ ଲଭିଛେ...
ଅଢେଇ ଦିନକୁ...
“
ଅଢେଇ ଦିନକୁ ଲଭିଛେ ଜୀବନ
ସ୍ବାର୍ଥପର ହେବା କିଆଁ
ନିଃସ୍ବାର୍ଥ ଭାବରେ କାମ କରିଥିଲେ
ଝୁରିବ ସାରା ଦୂନିଆ
ବିଧାତା ହୋଇବେ ସାହା
କୃତାର୍ଥ କର୍ମରେ ଜିଣିଲେ ହୃଦୟ
ଜୀବନେ ମିଳିବ ରାହା ।।
”
210
More oriya quote from ଅନିଲ କୁମାର
Download StoryMirror App