STORYMIRROR

ଆଖ୍ୟା✍️ଭଲ...

ଆଖ୍ୟା✍️ଭଲ କର୍ମ... ଭଲକର୍ମ କଲେ ଭଲ ଫଳ ମିଳିବ କିନ୍ତୁ କିଛି ବାଧା ବିଘ୍ନ ଘାତ ପ୍ରତିଘାତ ସହିବାକୁ ପଡିବ,ଯାହା ଆମକୁ କ୍ଷତି କରିବନି,କିନ୍ତୁ ଖରାପ କର୍ମ ର ଫଳ ଏମିତି ଜୀବନରେ ଥରେ ଆସିବ ତାପରେ ତୁମେ କେବେବି ଆଗକୁ ଯାଇପାରିବନି,ସେଥିପାଇଁ କାହାକୁ ସାହାଯ୍ୟ କରିପାର କି ନକରିପାର କିନ୍ତୁ କାହାର କ୍ଷତି କର ନାହିଁ, ସତ୍ୟ ପଥେ ଓ ଧର୍ମପଥେ ଯଦି ତୁମେ ଚାଲିବ ତେବେ ତାହା ତୁମକୁ ପୂଣ୍ୟ ଫଳ ଦେବ

By Kishore chandra Samal
 158


More oriya quote from Kishore chandra Samal
22 Likes   0 Comments
13 Likes   0 Comments