STORYMIRROR

ଆକାଶଠୁ...

ଆକାଶଠୁ ଆହୁରି ଉଚ୍ଚ ମୋ ପାଇଁ ତା ମନର ଭାବନା ଧରିତ୍ରୀଠୁ ଅଧିକା ସହନଶୀଳା ସେ ପର୍ବତ ଭଳି ଅଟଳ ତା ଧର୍ଯ୍ୟ ସୁନ୍ଦର ଠୁ ଅଧିକ ସୁନ୍ଦର ଲାଗେ ତା କୋଳ ସେ ପରା ମମତାମୟୀ ମା ମୋର।

By Barsha rani Nanda
 80


More oriya quote from Barsha rani Nanda
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments