STORYMIRROR

ଆକାଶ ବି...

ଆକାଶ ବି ହାରମାନେ ତୋ ଛାତିର ପ୍ରୀତି ପୁଲକରେ ମାଟି ବି ନିରବୀ ଯାଏ ତୋ ହାତର ମିଠା ପରଶରେ । କେମିତି କହିବି ମୋର ମନକଥା ପାରୁନି ମୁଁ ଜାଣି ମାଆଲୋ ତୁ ମୋ ଆଖିର ଅପାଶୋରା ଆଶା ବୈତରଣୀ । @ଚିନ୍ମୟ

By Chinmay Behera
 391


More oriya quote from Chinmay Behera
0 Likes   0 Comments
1 Likes   0 Comments
1 Likes   1 Comments
1 Likes   0 Comments
1 Likes   0 Comments