STORYMIRROR
ଆଜି ମୋ...
ଆଜି ମୋ ପ୍ରିୟାର...
ଆଜି ମୋ...
“
ଆଜି ମୋ ପ୍ରିୟାର
ଜନମ ଦିନ
ଯିବାକୁ କହିଛି ପକେଇ ରାଣ
ଅଧୁଲାଟେ ନାହିଁ
ପକେଟ ଶୂନ
ନ ଗଲେ କହିବ
ତମେ ପାଷାଣ
କରୋନା ନାଚୁଛି
ଦାଣ୍ଡରୁ ଦୁଆର
ଯିବିକି ନଯିବି
ଭାବେ ଏ ମନ
”
154
More oriya quote from Amulya Kumar Nayak
Download StoryMirror App