STORYMIRROR

ଆଜି କାଲି...

ଆଜି କାଲି ଜନ୍ମ ଦିନରେ ଲଡୁ ବାଣ୍ଟିବା ଭୁଲି ଯାଇ କେକ୍ କାଟୁଛୁ । ଲଡୁ ପ୍ରତି ଦାନା କୁ ବାନ୍ଧିବା ପରି ସବୁ ସମ୍ପର୍କକୁ ବାନ୍ଧି ରଖୁଥିଲା । କେକ୍ ନିଜେ ଖଣ୍ଡ ଖଣ୍ଡ ହେବା ସହ ସମ୍ପର୍କକୁ ମଧ୍ୟ ଭାଙ୍ଗି ଦେଉଛି ।

By suchismita Panda
 224


More oriya quote from suchismita Panda
3 Likes   0 Comments
2 Likes   0 Comments
6 Likes   0 Comments
2 Likes   0 Comments
28 Likes   0 Comments