suchismita Panda
Literary Brigadier
AUTHOR OF THE YEAR 2021 - NOMINEE

115
लेखन
3
फोल्लोवेर्स
2
फॉलोविंग

ସାହିତ୍ୟକୁ ଜୀବନ ମଣିଥିବା ଜଣେ ସାହିତ୍ୟିକା ।

मित्रांशी सामायिक करा
Earned badges
See all

ଗ୍ରୀଷ୍ମ ଫେରିଲା ଝାଞ୍ଜି ପବନ ବହିଲା ଡହ ଡହ ଖରାରେ ଫୁଟିବ ପିଠି ଦୁଃଖ କଷଣ ବୁଝେ କୃଷକ ଜାତି

ଭ୍ରମଣ ସକାଶେ ଗଲି ମୁଁ ଚିଲିକା ନାହିଁ ସେଠି କିଛି ଆଉ ପୂର୍ବ ପରିକା ପ୍ରକୃତିକ ସୌନ୍ଦର୍ଯ୍ୟର ଅଭାବରେ ଶ୍ରୀହୀନ ଖେଳିଛି ତାର ରୂପ ବିଭବରେ ।

ସରସ୍ବତୀଙ୍କ ଠୁ ଆରମ୍ଭି ଦୁର୍ଗା କାଳୀ ଆଦି ରୂପେ ସୃଷ୍ଟି କରେ ସେ ସେ ପୁଣି କରେ ବିନାଶ ଅପୂର୍ବ ଶକ୍ତି ଘେନି ଜନ୍ମ ହୁଏ ତାର ମହିଳା ରୂପେ ।

ଚାରୋଟି ଶଦ୍ଦରେ ଗୁନ୍ଥା ଗୋଟିଏ ମାଳ ପରିବାର ଅପୂର୍ବ ଶକ୍ତିରେ ବହେ ସେଠି ପ୍ରେମ ଝାଳ

ଆଜି କାଲି ଜନ୍ମ ଦିନରେ ଲଡୁ ବାଣ୍ଟିବା ଭୁଲି ଯାଇ କେକ୍ କାଟୁଛୁ । ଲଡୁ ପ୍ରତି ଦାନା କୁ ବାନ୍ଧିବା ପରି ସବୁ ସମ୍ପର୍କକୁ ବାନ୍ଧି ରଖୁଥିଲା । କେକ୍ ନିଜେ ଖଣ୍ଡ ଖଣ୍ଡ ହେବା ସହ ସମ୍ପର୍କକୁ ମଧ୍ୟ ଭାଙ୍ଗି ଦେଉଛି ।


फीड

लाइब्रेरी

लिहा

सूचना
प्रोफाइल