ସାହିତ୍ୟକୁ ଜୀବନ ମଣିଥିବା ଜଣେ ସାହିତ୍ୟିକା ।
Share with friends
ଭ୍ରମଣ ସକାଶେ ଗଲି ମୁଁ ଚିଲିକା ନାହିଁ ସେଠି କିଛି ଆଉ ପୂର୍ବ ପରିକା ପ୍ରକୃତିକ ସୌନ୍ଦର୍ଯ୍ୟର ଅଭାବରେ ଶ୍ରୀହୀନ ଖେଳିଛି ତାର ରୂପ ବିଭବରେ ।
ସରସ୍ବତୀଙ୍କ ଠୁ ଆରମ୍ଭି ଦୁର୍ଗା କାଳୀ ଆଦି ରୂପେ ସୃଷ୍ଟି କରେ ସେ ସେ ପୁଣି କରେ ବିନାଶ ଅପୂର୍ବ ଶକ୍ତି ଘେନି ଜନ୍ମ ହୁଏ ତାର ମହିଳା ରୂପେ ।