STORYMIRROR
ଆଜି ବି...
ଆଜି ବି ବଞ୍ଚିଛି...
ଆଜି ବି...
“
ଆଜି ବି ବଞ୍ଚିଛି ରାବଣ
ଆଜି ବି ଶହ ଶହ ସୀତାଙ୍କ ହେଉଛି ହରଣ
ମୁଁ ଦେଖିଛି ରାବଣ କୁ
ଗରିବଙ୍କ ରକ୍ତ ପିଉଥିବା ସେହି ଅତ୍ୟାଚାରୀ ଭିତରେ
ସରକାରୀ ଯୋଜନା ରେ ଲାଞ୍ଚ ନେଉଥିବା ଅଧିକାରୀ ଭିତରେ
ଭୁଲ୍ ଔଷଧ ଦେଉଥିବା ଡ଼ାକ୍ତରମାନଙ୍କ ଭିତରେ
”
65
More oriya quote from Jayanta Janapriya Mahakur
Similar oriya quote from Tragedy
Download StoryMirror App