STORYMIRROR

ଆଜି ବି...

ଆଜି ବି ବଞ୍ଚିଛି ରାବଣ ଆଜି ବି ଶହ ଶହ ସୀତାଙ୍କ ହେଉଛି ହରଣ ମୁଁ ଦେଖିଛି ରାବଣ କୁ ଗରିବଙ୍କ ରକ୍ତ ପିଉଥିବା ସେହି ଅତ୍ୟାଚାରୀ ଭିତରେ ସରକାରୀ ଯୋଜନା ରେ ଲାଞ୍ଚ ନେଉଥିବା ଅଧିକାରୀ ଭିତରେ ଭୁଲ୍ ଔଷଧ ଦେଉଥିବା ଡ଼ାକ୍ତରମାନଙ୍କ ଭିତରେ

By Jayanta Janapriya Mahakur
 65


More oriya quote from Jayanta Janapriya Mahakur
13 Likes   0 Comments
5 Likes   0 Comments
3 Likes   0 Comments
2 Likes   0 Comments
1 Likes   0 Comments

Similar oriya quote from Tragedy