ଏ ରକ୍ତ ଗାଇବ ବେଦ ମାନବ ଓ ମାନବିକତାର ରକତ ଦାନରେ ସଦା ଶୁଭୁଥିବ ସୃଷ୍ଟିର ଓଁକାର | ଏ ରକ୍ତ ଗାଇବ ବେଦ ମାନବ ଓ ମାନବିକତାର ରକତ ଦାନରେ ସଦା ଶୁଭୁଥିବ ସୃଷ୍ଟିର ଓଁକାର |
ଶେଷ ରାସ୍ତା ଶେଷ ଗଳି ଅତିକ୍ରମ କଲାପରେ ତୁମ ସହ ଦେଖା ହୁଏ ଜଗନ୍ନାଥ । ଶେଷ ରାସ୍ତା ଶେଷ ଗଳି ଅତିକ୍ରମ କଲାପରେ ତୁମ ସହ ଦେଖା ହୁଏ ଜଗନ୍ନାଥ ।