ରଙ୍ଗୀନ ପିଆଲା ପ୍ରୀତିଭରା ସ୍ୱରେ ଆଖିଏ ସ୍ୱପ୍ନ = ବସନ୍ତ’ରେ = ଭାବିଥିଲି ଆଜି ଗୀତଟେ ଲେଖିବି କଲମ କାଳି’ର ଧାରେ ରାଧା ହୋଲୀ ରଙ୍ଗେ କାହ୍ନା ବଇଁଶୀ’ରେ ମିଠା କୋଇଲି’ର ସ୍ୱରେ || ୧

Oriya ସ୍ୱରେ Poems