ନିଜକୁ ଛାଡ଼ିଦେଇ ଆସିଲା ପରେ ତିନୋଟି ଛକରେ ଯିଏ ବଳି ଗଲା ସେ ଏକ ସ୍ତ୍ରୀ ଲୋକ ହୋଇଗଲା ନିଜକୁ ଛାଡ଼ିଦେଇ ଆସିଲା ପରେ ତିନୋଟି ଛକରେ ଯିଏ ବଳି ଗଲା ସେ ଏକ ସ୍ତ୍ରୀ ଲୋକ ହୋଇଗଲା
ସଢ଼େଇ ରେ ଭାତ ସଢ଼େଇରେ ଡାଲି ଖାଲି ପାଣି ହୁଏ ଚାହା ଖାଲି ପାତର ରେ ବାଲି ଭାତ ଡାଲି ନ ଖାଇ ଲାଗେ ବଢିଆ ସଢ଼େଇ ରେ ଭାତ ସଢ଼େଇରେ ଡାଲି ଖାଲି ପାଣି ହୁଏ ଚାହା ଖାଲି ପାତର ରେ ବାଲି ଭାତ ଡାଲି ...