STORYMIRROR

ଚରିତ୍ର ଯାଉଛି ମରି କୁଆଡ଼େ ଯାଉଛି ଯୁଗର ଗତି ସମୟ ଯାଉଛି ସରି ଦଦରା ହେଲାଣି ତରୀ କାଳ ଯିବ ତୋତେ ଘେରି ବିଶ୍ଵ ଏକ ବଡ଼ ଗ୍ରାମରେ ପରିବର୍ତ୍ତନ ହେବାକୁ ଯାଉଛି ମାତ୍ର ପ୍ରାକତ ସମ୍ପର୍କଠୁ ଦୂରେଇ କୃତ୍ରିମ ସମ୍ପର୍କରେ ଛନ୍ଦି ହୋଇଯାଉଛି

Oriya ଯାଉଛି Poems