ଗଛ ନାଚୁଛନ୍ତି ମନ ଖୁସିରେ ହଲାଇ ଶାଖା ପବନ ତାଳେ । ଗଛ ନାଚୁଛନ୍ତି ମନ ଖୁସିରେ ହଲାଇ ଶାଖା ପବନ ତାଳେ ।
ରବି ଶୋଇଗଲେ ରଜନୀ କୋଳରେ ସିଏ ତ ଆସଇ ଘରକୁ ଫେରି, ଦିନ କଟେ ତାର ବିଲରେ ବିଲରେ ରବି ଶୋଇଗଲେ ରଜନୀ କୋଳରେ ସିଏ ତ ଆସଇ ଘରକୁ ଫେରି, ଦିନ କଟେ ତାର ବିଲରେ ବିଲରେ