ହୃଦୟେ ଯନ୍ତ୍ରଣା ଗେଞ୍ଜି ନୟନେ ମାଖିଛି ଆଶା ଅଞ୍ଜନକୁ ଛାତିଟାରେ ପ୍ରେମମଞ୍ଜି.... ହୃଦୟେ ଯନ୍ତ୍ରଣା ଗେଞ୍ଜି ନୟନେ ମାଖିଛି ଆଶା ଅଞ୍ଜନକୁ ଛାତିଟାରେ ପ୍ରେମମଞ୍ଜି....
କରମ ଜଞ୍ଜାଳ ଜାଳୁଛି ହୃଦୟ ନିରବୀ ରହୁଛି ମନ ଅଭୁଲା ସ୍ମୃତିକୁ ସଞ୍ଜ ପରଶୁଛି ତାତ୍ସଲ୍ୟ କରୁଛି ଜହ୍ନ.... କରମ ଜଞ୍ଜାଳ ଜାଳୁଛି ହୃଦୟ ନିରବୀ ରହୁଛି ମନ ଅଭୁଲା ସ୍ମୃତିକୁ ସଞ୍ଜ ପରଶୁଛି ତାତ୍ସଲ...