ଭାବୁଥିଲି ଭାବୁଥିଲି
କହୁଥିଲେ ସରିବନି,ନକହିଲେ ମନ ବୁଝୁନି ।ହରାଇଥିବା ଛୁଆକୁ ପଚାର, ସେ କେତେ ରାତି କାନ୍ଦିନି ॥ କହୁଥିଲେ ସରିବନି,ନକହିଲେ ମନ ବୁଝୁନି ।ହରାଇଥିବା ଛୁଆକୁ ପଚାର, ସେ କେତେ ରାତି କାନ୍ଦିନି ॥