ଜୀବନ ସନ୍ତାନ ପ୍ରତିଷ୍ଠା ରଖ କରୁଣାରେ ବରଷା ଅଟେ ମଙ୍ଗଳକାରୀ ସମସ୍ତ ମନେ ଦିଏ ଖୁସି ଭରି ଏ ଜଗତ ରେ ଜନ୍ମଦେଇ ମା ମୋ ଜୀବନହେଲା ଧନ୍ୟ ଜଗତର କଲ୍ୟାଣ ଠାରୁ ନାହିଁ କିଛି ପୁଣ୍ୟ ମୁଁ ପାଏ ପଛେ ଅନେକ ଦୁଃଖ ସଭିଏଁ ମୁଖେ ଭରି ଦେବି ଅସରନ୍ତି ହସ.......

Oriya ଭରି Poems