ଆମ୍ବ ତୋଟା ବିଲ ବାଡ଼ି ବନ ଝରଣା ବୋଉର ପଖାଳ ଆଉ ବାଡ଼ି ଅଗଣା । ଆମ୍ବ ତୋଟା ବିଲ ବାଡ଼ି ବନ ଝରଣା ବୋଉର ପଖାଳ ଆଉ ବାଡ଼ି ଅଗଣା ।
ଭାରି ଭଲଲାଗେ ଛୁଆବେଳେ ଯେବେ ଅଝଟିଆ ହୁଏ ଖାଇବା ପାଇଁ ବୁଲେଇ ବୁଲେଇ ବୋଉ ଖୋଇଦିଏ ଭାରି ଭଲଲାଗେ ଛୁଆବେଳେ ଯେବେ ଅଝଟିଆ ହୁଏ ଖାଇବା ପାଇଁ ବୁଲେଇ ବୁଲେଇ ବୋଉ ଖୋଇଦିଏ