ଭକତି ଅର୍ଘ୍ୟରେ କରିବି ବନ୍ଦନ ଶ୍ରୀଅଙ୍ଗେ ଲେପିବି ପ୍ରୀତିର ଚନ୍ଦନ..... ଭକତି ଅର୍ଘ୍ୟରେ କରିବି ବନ୍ଦନ ଶ୍ରୀଅଙ୍ଗେ ଲେପିବି ପ୍ରୀତିର ଚନ୍ଦନ.....
ଭକ୍ତର ତୁମେ ଅତି ଆପଣାର ତୁମେ ଜାଣୁ ଅଛ ମନକୁ ତାହାର ତୁମ ପାଇଁ ଭକ୍ତ ଯୋଗୀ ହୋଇଯାଏ ତ୍ୟାଗୀ ହୋଇ ସେତ ଆନନ୍ଦ... ଭକ୍ତର ତୁମେ ଅତି ଆପଣାର ତୁମେ ଜାଣୁ ଅଛ ମନକୁ ତାହାର ତୁମ ପାଇଁ ଭକ୍ତ ଯୋଗୀ ହୋଇଯାଏ ...