ତୁମ ହୃଦୟର ଗମ୍ଭୀରି ଘରେ ସ୍ଥାନ ମୁଁ ପାଇଥିଲି ମୋ ପାଟିରୁ ଭଲ ପାଇବା ଖୋଜିଲ ତୁମ ହୃଦୟର ଗମ୍ଭୀରି ଘରେ ସ୍ଥାନ ମୁଁ ପାଇଥିଲି ମୋ ପାଟିରୁ ଭଲ ପାଇବା ଖୋଜିଲ
ଜୀବ ପରମର ମିଳନ ସମ୍ଭାର ଜୀବନର ଶେଷ ଗତି ବାଛ ଜୀବ ପଥ ଦେଖାଇ ନିୟତ୍ତ କରମର କରାମତି । ଜୀବ ପରମର ମିଳନ ସମ୍ଭାର ଜୀବନର ଶେଷ ଗତି ବାଛ ଜୀବ ପଥ ଦେଖାଇ ନିୟତ୍ତ କରମର କରାମତି ।