STORYMIRROR

ସଂସାର ଶ୍ରମିକ ଭବିଷ୍ୟତ ପୂରଣ କଅଣ କର ଆମ ଦେଶର ଜାତୀୟ ସମ୍ପତ୍ତିକୁ ସମୃଦ୍ଧ କରିଥାଏ । ଦେଶର ଉନ୍ନତିଏହା ଯୋଗୁଁ ସମ୍ଭବ ହୋଇଛି । କରଦାତା ଦେଶ ଉନ୍ନତି ପାଇଁ ଦେବଦୂତ । ଆସ ଜି ଏସ ଟି କୁ ଜାଣିବା କର ଦେବା ପୂର୍ବରୁ ସତର୍କ ହେବା । ଜନମି ଅଛ ଯେ ଦିନେ ମୃତ୍ୟୁ ହେବ ଏକ ଦିନ ତା ପାଇଁ କି ମନରେ ଏତେ ଭାବନା କି ଜାଣିବା । ଯାହା ଆଣିଛି ଛାଡି ଯିବ ତୁମେ ଏଇ ଭବେ। କିଛି ନେବ ନାହିଁ ତୁମେ ଦୁନିଆରେ ଦୁଇ ରଙ୍ଗେ।

Oriya ଜାଣିବା Poems