ତୁ ଯେତେ ବୁଝାଇଲେ ବୁଝିବି ନାହିଁ ତୋ କଥାରେ ଭଳି ଯିବିନି ମୁହିଁ ତୁ ଯେତେ ବୁଝାଇଲେ ବୁଝିବି ନାହିଁ ତୋ କଥାରେ ଭଳି ଯିବିନି ମୁହିଁ
ନିଜ ଝିଅ ପାଇଁ ଦେଖ ଯେଉଁ ସୁଖ ବୋହୂ ପାଇଁ କାହିଁ ନୁହେଁ ଇଏ କ’ଣ ଖାଲି ତୁମ ଝିଅ ଅଟେ ସିଏ କି କାହାର ନୁହେଁ ... ନିଜ ଝିଅ ପାଇଁ ଦେଖ ଯେଉଁ ସୁଖ ବୋହୂ ପାଇଁ କାହିଁ ନୁହେଁ ଇଏ କ’ଣ ଖାଲି ତୁମ ଝିଅ ଅଟେ ...